ବିଧାନସଭାରେ ଅଶ୍ଲୀଳ ଭିଡିଓ ଦେଖିଲେ ବିଜେପି ବିଧାୟକ

ଗୌହାଟି: ରାଜ୍ୟ ବିଧାନସଭା ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଧାୟକ। ତ୍ରିପୁରାର ଜଣେ ବିଜେପି ବିଧାୟକ ବିଧାନସଭା‌ରେ ଅଶ୍ଳୀଳ ଭିଡିଓ ଦେଖୁଥିବା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକଙ୍କ ନାଁ ଯାଦବ ଲାଲ ନାଥ ବୋଲି ଜଣାପଡ଼ିଥିବା ବେଳେ ସେ ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି। … Continue reading ବିଧାନସଭାରେ ଅଶ୍ଲୀଳ ଭିଡିଓ ଦେଖିଲେ ବିଜେପି ବିଧାୟକ